5T ନାଁରେ ୪୦ହଜାର କୋଟିର ଦୁର୍ନୀତି: ଅନିଲ ବିଶ୍ଵାଳ

5Tକୁ ବିଜେପିର ଟାର୍ଗେଟ୍‌। ଏମିତି ଅଭିଯୋଗ ଆଣିଲେ ମୁଖପାତ୍ର ଅନିଲ ବିଶ୍ବାଳ। ସୂଚନା ଅନୁଯାୟୀ ବିଜେଡି ପ୍ରଚାର ପାଇଁ ବ୍ୟବହାର କରୁଥିବା ‘5T ମିସିଙ୍ଗ’ ଅଭିଯୋଗ। ସେ କହିଛନ୍ତି କି 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ୫୦୦ କୋଟି ଆଦାୟ…

ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ

ନବରଙ୍ଗପୁର: ନାମାଙ୍କନ ଭରିଲେ କଂଗ୍ରେସ ନେତା ଭୁଜବଳ ମାଝୀ । ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ । ସମର୍ଥକଙ୍କ ସହ ଆଜି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କଲେ ଭୁଜବଳ। ବିଜେଡିରୁ…

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ…

କାନ୍ଦିଲେ ସମୀର ଦାଶ!

ସମୀର ଦାଶଙ୍କ ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ। ସୂଚନା ଅନୁଯାୟୀ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା ସମୀର ଦାସ। ନିମାପଡ଼ା ଆସନରେ ସମୀର ଦାଶଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ସୁଯୋଗ ଦେଇଛି ବିଜୁ ଜନତା…

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ହେବ ନାମାଙ୍କନ

ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ ୧୩ ତାରିଖରେ ହେବ । ଏଥିପାଇଁ ଆଜିଠୁ ବିଜ୍ଞପ୍ତି ପ୍ରକାଶ ସହ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ । ଆସନ୍ତା ୨୫ ତାରିଖ ଯାଏଁ ନାମାଙ୍କନ ଦାଖଲର ଶେଷ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ସନ୍ତୋଷ ସିଂ ସାଲୁଜା

କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ନେଇ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛ। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥ କରି ବିଜୁ ଜନତା ଦଳ ଏହା ପ୍ରମାଣ କରୁଛି କଣ୍ଟାବାଞ୍ଜିରେ ବିଜେଡି ପାଖରେ ପ୍ରାର୍ଥୀ ନାହାନ୍ତି। ସେ ଏହା…

ଆତ୍ମବିଶ୍ୱାସ ହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ : ସମୀର ମହାନ୍ତି

ଭୁବନେଶ୍ୱର: ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟ ସ୍ପେଶିଆଲ ବେଂଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱଂଟାଲ ପ୍ରତି…

ପଦ୍ମ ଧରିଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ

ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ପୂର୍ବତନ ସଭାପତି ଏବଂ ସୁସଂଗଠକ ପ୍ରହଲ୍ଲାଦ ତ୍ରିପାଠୀ(ଅର୍ଜୁନ) ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତ୍ରିପାଠୀ କହିଛନ୍ତି ଯେ, ବ୍ୟକ୍ତିକେନ୍ଦ୍ରୀକ ରାଜନୈତିକ ଦଳ ପାଲଟିଛି ବିଜେଡି…

ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟ ତିଳକ

ଅଯୋଧ୍ୟା: ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି। ମନ୍ଦିର ଭିତରେ ରାମ ମୂର୍ତ୍ତି ପ୍ରତିଷ୍ଠା ହେବା ପରେ ଏହା ହେଉଛି ପ୍ରଥମ ରାମ ନବମୀ। ଆଜି ମଧ୍ୟାହ୍ନ ୧୨ଟାରେ…

ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ବି ଲଢ଼ିବେ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର 5ମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ। ସେ ହିଞ୍ଜିଳି ସହିତ କଣ୍ଟାବାଞ୍ଜିରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ସେହିପରି…