ରାଜନୀତି ରାଜ୍ୟ ଓଡ଼ିଶା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ପାଇଁ କସରତ ଜାରି; ଘୋଷଣା ଶୀଘ୍ର March 28, 2024 Shree
ରାଜନୀତି ରାଜ୍ୟ ଓଡ଼ିଶା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ପାଇଁ କସରତ ଜାରି; ଘୋଷଣା ଶୀଘ୍ର March 28, 2024 Shree
ବ୍ୟବସାୟ ରାଜନୀତି ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଣବ ପ୍ରକାଶ ଦାସ March 28, 2024 Shree
ରାଜନୀତି ରାଜ୍ୟ ରାୟଗଡ଼ା ବିଜେଡିରେ ବିଦ୍ରୋହ: ଇସ୍ତଫା ଦେଲେ ୨୧ ବିଜେଡି କାଉନସିଲର March 28, 2024 Shree ରାୟଗଡ଼ା: ରାୟଗଡ଼ା ବିଜେଡିରେ ବଡ଼ ବିଦ୍ରୋହ । ବିଜେଡିରୁ ଇସ୍ତଫା ଦେଇଛନ୍ତି ଜିଲ୍ଲାର ବଡ଼ ବିଜେଡି ନେତ୍ରୀ ସୁଜାତା ପାଳ। ରାଜ୍ୟ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସୁଜାତା ପାଳ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ବିଜେଡି ରାଜ୍ୟ ଉପସଭାପତି…
ରାଜନୀତି ରାଜ୍ୟ ଓଡ଼ିଶା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ପାଇଁ କସରତ ଜାରି; ଘୋଷଣା ଶୀଘ୍ର March 28, 2024 Shree ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା। ଏଥିପାଇଁ ବୈଠକ ହୋଇ ଆଲୋଚନା ଚାଲିଛି। ସୂଚନା ଅନୁଯାୟୀ ଦିଲ୍ଲୀରେ ଆଜି ସିଇସିର ବୈଠକ ବସିବା ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଥରେ ଦିଲ୍ଲୀ ଗସ୍ତରେ…
ବ୍ୟବସାୟ ରାଜନୀତି ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଣବ ପ୍ରକାଶ ଦାସ March 28, 2024 Shree ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ପରେ ସେ ଆଜି ସକାଳୁ ଶ୍ରୀମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁରରେ ଏଥର ହାଇଭୋଲଟେଜ୍ ଲଢ଼େଇ ହେବାର ସମ୍ଭାବନା ରହିଛି…
ରାଜନୀତି ରାଜ୍ୟ ରମେଶଙ୍କ ପାଦତଳେ ପ୍ରଶାସନ ଓ ବିଜୁ ଜନତା ଦଳ March 27, 2024 Shree ଯେଉଁ ରମେଶ ଜେନାଙ୍କୁ ଜେଲ୍ରେ ପୁରାଇ ଭାରି ଦହଗଞ୍ଜ କରିଥିଲେ, ଯେଉଁ ରମେଶ ଜେନାଙ୍କୁ ବିଭିନ୍ନ ମାମଲାରେ ଛନ୍ଦି ଜଣେ ଅପରାଧୀ ବୋଲି ଲୋକଙ୍କ ଆଗରେ ଦେଖାଇବାକୁ ଚେଷ୍ଟା କରୁଥିଲେ, ସେହି ସାନଖେମୁଣ୍ଡି ବିଧାୟକଙ୍କ ଗୋଡ଼ତଳେ ପଡ଼ିଛନ୍ତି ପ୍ରଶାସନ ଓ ବିଜୁ…
ରାଜନୀତି ରାଜ୍ୟ ଆରମ୍ଭରୁ ଅଡୁଆ; ବୈଜୟନ୍ତ ପ୍ରାର୍ଥୀ ହେବାରୁ ଅଂଶୁମାନ ହେଉନାହାନ୍ତି ରାଜି March 27, 2024 Shree ମେଣ୍ଟ ପାଇଁ ଅଙ୍କକଷି ଥିବା ବିଜୁ ଜନତା ଦଳ ଏବେ କିଭଳି ସନ୍ତୁଳି ହେଉଛି ତା’ର ଏକ ଭଲ ପ୍ରମାଣ ମିଳିଛି ରାଜନଗରରେ । ଏବେ ବିଧାନସଭା ଓ ଲୋକସଭାର ପ୍ରାର୍ଥୀ ଦ୍ୱୟ ନବୀନ ନିବାସରେ ଡେରା ପକାଇଥିବାର ଧୁମ୍ ଚର୍ଚ୍ଚା…
ରାଜନୀତି ରାଜ୍ୟ କଥା ରଖିଲାନି ପୁଅ: ସୁର ରାଉତରାୟ March 27, 2024 Shree କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ…
ରାଜନୀତି ରାଜ୍ୟ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ହେବେ ବ୍ରହ୍ମପୁରରୁ ବିଜେଡିର ଲୋକ ସଭା ପ୍ରାର୍ଥୀ! March 27, 2024 Nirvay ନିର୍ଭୟ ବ୍ୟୁରୋ: ଏକ ନାଟକୀୟ ଘଟଣାକ୍ରମରେ ବିଜେଡିର ଶୀର୍ଷ ନେତୃତ୍ୱ ଓ ପ୍ରଶାସନ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ବିଜେଡିରେ ସାମିଲ କରି ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ହେବାକୁ ମନେଇ ସାରିଛନ୍ତି ବୋଲି ଖବର ମିଳିଛି । ଅନିଚ୍ଛା…
ରାଜନୀତି ରାଜ୍ୟ ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା March 27, 2024 Shree ଭୁବନେଶ୍ବର: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ…
ରାଜନୀତି ରାଜ୍ୟ ପଦ୍ମ ଧରିଲେ ବିଲ୍ଡର ପୀୟୂଷ ମହାନ୍ତି March 27, 2024 Shree ସାଧାରଣ ନିର୍ବାଚନ ଆସୁଥିବାବେଳେ ଅନେକ ନେତା ଦଳ ବଦଲାଉଛନ୍ତି। ସେହିଭଳି ଆଜି ବିଜେପିରେ ଯୋଗଦେଲେ ବିଲ୍ଡର ପୀୟୂଷ ମହାନ୍ତି। ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ପୀୟୂଷ। ସୂଚନା ଅନୁଯାୟୀ ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।
ରାଜନୀତି ରାଜ୍ୟ ଯୋ ଡରଗୟା, ୱ ମରଗୟା: ଅପରାଜିତା March 27, 2024 Shree ଭୁବନେଶ୍ୱର: ଟିକେଟ ଘୋଷଣା ପରେ ଭୁବନେଶ୍ୱର ଫେରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀଭାବେ ଅପରାଜିତାଙ୍କ ନାମ ଘୋଷଣା ପରେ ବୁଧବାର ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା…