ପରବର୍ତ୍ତୀ ଉତ୍ତରାଧିକାରୀ ବାଛିବା ପାଇଁ ପ୍ରଧାନ ବିଚାରପତିଙ୍କୁ ଜଣାଇଲେ ସରକାର

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ :ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି । ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ...

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରେ ଭୋଟ୍‌

ନିର୍ଭୟ ମିଡ଼ିଆ : ଭଦ୍ରକ :ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ...

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍‌ ଦର

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ :ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍‌ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।  କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ ।  ତୈଳ ରପ୍ତାନୀକାରୀ...

ଦିଲ୍ଲୀ, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ଇଡି ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ :ମଦନୀତିକୁ ନେଇ ଦିଲ୍ଲୀ-ଏନସିଆର, ପଞ୍ଜାବ ସମେତ ଦେଶର ୩୫ଟି ସ୍ଥାନରେ ରେଡ୍‌ କରିଛି ଇଡି । ମଦ କାରବାରରେ ବେଆଇନ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ୍‌ ରେଡ୍‌ ହୋଇଛି । ଏହି ରେଡକୁ ନେଇ ତୀବ୍ର ସମାଲୋଚନା...

ବଲିଉଡ୍‌ର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ଏଜେନ୍ସୀ : ମୁମ୍ବାଇ :ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି । ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ । ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ...

ଦେଶ-ରାଜ୍ୟ

ମନୋରଞ୍ଜନ

  • ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

    ଏଜେନ୍ସୀ : ନୂଆଦିଲ୍ଲୀ : ସୁସ୍ଥ ହେଉଛନ୍ତି ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ରାଜୁ ଶ୍ରୀବାସ୍ତବ । ଦୀର୍ଘ ୧୫ ଦିନ ପରେ ଫେରିଲା ତାଙ୍କ ଚେତା । ଡାକ୍ତରୀ ଟିମ୍‌ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନିଟିରିଂ ଜାରି ରଖିଛନ୍ତି । ଏନେଇ ତାଙ୍କ ପିଆର୍‌ଓ ଆଜି...